ପେଟରେ ଅଲସର୍ କାହିଁକି ହୁଏ? | Dr Sushant Kumar Sethi on Stomach Ulcer in Odia | Symptoms & Treatment
Swasthya Plus Odia Swasthya Plus Odia
715K subscribers
105,578 views
1.4K

 Published On Jan 22, 2021

#Ulcer #DoctorAdvice #OdiaHealthTips #StomachUlcer

ଖାଦ୍ୟନଳୀ କିମ୍ବା ପାକସ୍ଥଳୀରେ ଘା‘ ହେବାକୁ ଅଲସର ବୋଲି କୁହାଯାଏ। ଠିକ୍ ସମୟରେ ଅଲସରର ଚିକିତ୍ସା କରାନଗଲେ, ଏହାର କ୍ୟାନସର ସୃଷ୍ଟି କରିପାରେ। ତେଣୁ ଶରୀରରେ ଅଲସରର ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆସନ୍ତୁ ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କଠାରୁ ଅଲସରର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।

ଏହି ଭିଡିଓରେ ରହିଛି,

ଅଲସର୍ କ’ଣ? (0:00)
ଅଲସର୍ ହେଲେ କ’ଣ ଲକ୍ଷଣ ଦେଖାଯାଏ? (0:37)
ଅଲସରର ବିଭିନ୍ନ ପ୍ରକାର ଓ ଏହାର କାରଣ (2:36)
ଅଲସରକୁ ଚିହ୍ନିବା କେମିତି? (4:17)
ଅଲସରର ଚିକିତ୍ସା କେମିତି ହୁଏ? (5:51)
ଅଲସରର ଚିକିତ୍ସା ନକଲେ କ’ଣ ଅସୁବିଧା ହେବ? (7:23)
ଅଲସର୍ ଅନ୍ୟ ଅଙ୍ଗକୁ ପ୍ରଭାବିତ କରିବ କି? (8:36)
କାହିଁକି ବଢୁଛି ଅଲସର୍ ସମସ୍ୟା? (9:16)
ଅଲସର୍ ହେବାକୁ ରୋକିବା କେମିତି? (10:50)

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/causes-symp...

Wounds in the oesophagus or stomach are called Stomach Ulcer. If left untreated, ulcers can cause cancer. So if you have any symptoms of ulcers, consult a doctor immediately. Let us find out the causes, symptoms, and treatment of ulcers from Dr Sushant Kumar Sethi, a Gastroenterologist.

In this video,

What is an Ulcer? (0:00)
What are the symptoms of Stomach Ulcer? (0:37)
Different types of Stomach Ulcer and their causes (2:36)
Diagnosis of Stomach Ulcer (4:17)
Treatment of Stomach Ulcer (5:51)
Complications of Stomach Ulcer (7:23)
Will the ulcer affect other organs? (8:36)
Why is the ulcer problem growing? (9:16)
How to prevent ulcers? (10:50)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

show more

Share/Embed