ହାର୍ଟ ଆଟାକ୍ – ଜାଣନ୍ତୁ, କେମିତି ଚିହ୍ନିବେ? | Dr Mahendra Prasad Tripathy on Heart Attack | Treatment
Swasthya Plus Odia Swasthya Plus Odia
715K subscribers
348,474 views
4.2K

 Published On Nov 4, 2020

#HeartAttack #DoctorAdvice #OdiaHealthTips

ହୃତପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ସମ୍ପୂର୍ଣ୍ଣ ଶରୀରରେ ରକ୍ତ ସଞ୍ଚାଳନ କରିବା ହୃତପିଣ୍ଡର ମୁଖ୍ୟ କାର୍ଯ୍ୟ। ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ୟା ଦେଖାଯାଏ ଏବଂ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ତେବେ ହାର୍ଟ ଆଟାକ୍ ହେବାର ଆଶଙ୍କା ରହିଛି। ହେଲେ ହାର୍ଟ ଆଟାକ୍ ଠିକ୍ ସମୟରେ ଜାଣି ପାରିଲେ ସିନା ଏହାର ଚିକିତ୍ସା କରିବେ। ନଚେତ ହାର୍ଟ ଆଟାକ୍ ଯୋଗୁଁ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଛି। କାହିଁକି ହୁଏ ହାର୍ଟ ଆଟାକ୍? ଏହାକୁ ଚିହ୍ନିବେ କେମିତି? ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠିଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।

ଏହି ଭିଡିଓରେ ରହିଛି,

ଆମ ଶରୀରରେ ହୃତ୍‌ପିଣ୍ଡର କାର୍ଯ୍ୟ କ'ଣ? (0:00)
କାହିଁକି ହୁଏ ହାର୍ଟ ଆଟାକ୍‌? (1:17)
ଲକ୍ଷଣରୁ ଚିହ୍ନନ୍ତୁ ହାର୍ଟ ଆଟାକ୍‌ (2:33)
ହାର୍ଟ ଆଟାକ୍‌ର ପରୀକ୍ଷଣ (3:43)
ହାର୍ଟ ଆଟାକ୍‌ର ଚିକିତ୍ସା (5:41)
ହୃତ୍‌ପିଣ୍ଡକୁ କେମିତି ରଖିବା ସୁସ୍ଥ? (7:55)

The heart is a vital part of our body. The main function of the heart is to circulate blood throughout the body. If for some reason there is a problem with the heart and the blood circulation is disrupted, there is a risk of heart attack. However, treatment can only be possible if we know the heart attack is on time. Otherwise, there is a risk of death from a heart attack. What is the Causes of heart attack? How to recognize it? Let's find out from Senior Cardiologist Dr Mahendra Prasad Tripathy.

In this video,

What is the function of the heart in our body? (0:00)
Why heart attack occurs? (1:17)
How to identify symptoms of a heart attack? (2:33)
Diagnosis of Heart Attack (3:43)
Treatment of heart attack (5:41)
How to keep your heart healthy? (7:55)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ।

Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

show more

Share/Embed